^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀ ଶିବ ପ୍ରସାଦ ସାହୁ

ଜନ୍ମ ତାରିଖ ୧୭/୦୬/୧୯୭୬

ଠିକଣା : ଚାନ୍ଦପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀ ଶିବ ପ୍ରସାଦ ସାହୁଙ୍କର ଜନ୍ମ ୧୯୭୯ମସିହା ଜୁନ୍ ମାସ ୧୭ ତାରିଖରେ ନୟାଗଡ ଜିଲ୍ଲା ଚାନ୍ଦପୁର ଠାରେ ହୋଇଥିଲା। ପିତା କିଶୋର ଚନ୍ଦ୍ର ସାହୁ ଏବଂ ମାତା ଜାନକୀ ସାହୁଙ୍କର ଆଶୀର୍ବାଦ ରୁ ଶିବ ପ୍ରସାଦ ପିଲାଟି ଦିନରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଅନେକ ସଫଳତା ଲାଭ କରିଛନ୍ତି। ଆଜିର ୪୬ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion