^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶ

ଜନ୍ମ ତାରିଖ ୨୧/୦୬/୧୯୭୬

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶ ଙ୍କର ଜନ୍ମ ୧୯୬୬ ମସିହା ଜୁନ୍ ମାସ ୨୧ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଘୋରଡିଆ ଗ୍ରାମ ରେ ହୋଇଥିଲା। ପିତା ନବ କିଶୋର ଦାଶ ଏବଂ ମାତା ଜେମା ମଣି ଙ୍କର ଆଶୀର୍ବାଦ ରୁ ଲକ୍ଷ୍ମୀ ପ୍ରିୟା ପିଲାଟି ଦିନରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ସଫଳତା ଲାଭ କରିପାରିଛନ୍ତି। ଗ୍ରାମ୍ୟ ରମ୍ୟ ଶିଶୁ ସାହିତ୍ୟ ପତ୍ରିକା ର ସଂପାଦିକା ଭାବେ ବେଶ୍ ପରିଚିତ। ଆଜିର ୪୯ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

କୀର୍ତ୍ତନ ସାହୁ

01-06-2024 / 11:39:43

ଶୁଭ ଜନ୍ମ ଦିନ ପାଇଁ ଆଗତୁରା ଅଭିନନ୍ଦନ ଓ ଶୁଭକାମନା।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion