^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ କୀର୍ତ୍ତନ ସାହୁ

ଜନ୍ମ ତାରିଖ ୧୦/୦୬/୧୯୫୮

ଠିକଣା : ଆନନ୍ଦପୁର

ଫୋନ ନମ୍ବର : ୯୪୩୮୪୧୪୭୦୧

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ କୀର୍ତ୍ତନ ସାହୁ ଙ୍କର ଜନ୍ମ ୧୯୫୮ ମସିହା ଜୁନ୍ ମାସ୧୦ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ପଦ୍ମପୁର ଠାରେ ହୋଇଥିଲା। ପିତା ହଗୁରୁ ସାହୁ ଏବଂ ମାତା କାଞ୍ଚନ ଦେବୀ ଙ୍କର ଆଶୀର୍ବାଦ ରୁ କୀର୍ତ୍ତନ ପିଲାଟି ଦିନରୁ ସାରସ୍ୱତ ସାଧନାରେ ବ୍ରତୀ ହୋଇ ନିଜକୁ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗଢି ତୋଳି ଛନ୍ତି। ଆଜିର୬୭ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion