^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ

ଜନ୍ମ ତାରିଖ ୨୧/୦୬/୧୯୭୬

ଠିକଣା : ଧର୍ମଶାଳା

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କର ଜନ୍ମ ୧୯୫୦ ମସିହା ଜୁନ୍ ମାସ୨୧ତାରିଖରେ ଯାଜପୁର ଜିଲ୍ଲା ଧର୍ମ ଶାଳା ନିକଟ କାଏମା ଗ୍ରାମରେ ହୋଇଥିଲା। ପିତା ଦିବାକର ସ୍ୱାଇଁ ଏବଂ ମାତା ଘୁଂଙ୍ଗୁର ସ୍ୱାଇଁ ଙ୍କର ଆଶୀର୍ବାଦ ରୁ ପ୍ରଶାନ୍ତ ନିଜର ପ୍ରଗାଢ଼ ଉଦ୍ୟମ ଓ ନିଷ୍ଠାପର କର୍ମ ପାଇଁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଜଣେ ସଫଳ ଲେଖକ ଏବଂ ଗବେଷକ ଭାବେ ଅନେକ ପୁସ୍ତକ ରଚନା କରିପାରିଛନ୍ତି। ଆଜିର ୭୪ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion