^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀ ସଂଗ୍ରାମ କେଶରୀ ପୃଷ୍ଟି

ଜନ୍ମ ତାରିଖ ୦୨/୦୬/୧୯୭୬

ଠିକଣା : ଅନୁଗୁଳ

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀ ସଂଗ୍ରାମ କେଶରୀ ପୃଷ୍ଟି ଙ୍କର ଜନ୍ମ ୧୯୭୬ମସିହା ଜୁନ୍ ମାସ ୨ ତାରିଖ ରେ ଅନୁଗୋଳ ଜିଲ୍ଲା କିଶୋର ନଗରଠାରେ ହୋଇ ଥିଲା। ପିତା ପ୍ରଫୁଲ୍ଲ କୁମାର ପୃଷ୍ଟି ଏବଂ ମାତା ଲାବଣ୍ୟ ପୃଷ୍ଟି ଙ୍କର ଆଶୀର୍ବାଦ ରୁ ସଂଗ୍ରାମ ନିଜର ପ୍ରତିଭା ବଳରେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ବେଶ୍ ପରିଚିତ ହୋଇ ପାରିଛନ୍ତି। ଆଜିର ୪୮ ତମ ଜନ୍ମ ଦିନରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion