^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଲକ୍ଷ୍ମୀକାନ୍ତ ଦଳେଇ

ଜନ୍ମ ତାରିଖ ୦୭/୦୬/୧୯୬୮

ଠିକଣା : ପୁରୀ

ଫୋନ ନମ୍ବର : x

ଅଶି ଦଶକର ମଧ୍ୟ ଭାଗରେ ସ୍କୁଲରେ ପଢୁଥିବା ସମୟରେ ପ୍ରଥମ ଲେଖା ପ୍ରକାଶିତ ହୁଏ ଶିଶୁପତ୍ରିକା `ଟୁଉକୁମୂଷି`ରେ, ଯାହା ଏକ ଶିଶୁ ଗଳ୍ପ ଥିଲା। ସେବେଠାରୁ ଶିଶୁସାହିତ୍ୟ ରଚନାରେ ମଗ୍ନ। ଓଡ଼ିଶାର ପ୍ରାୟ ସମସ୍ତ ଶିଶୁପତ୍ରିକା ଓ ସମ୍ବାଦପତ୍ରମାନଙ୍କର ଶିଶୁ ବିଭାଗରେ ଉଭୟ ଗପ ଓ କବିତା ପ୍ରକାଶିତ ହୋଇଆସୁଛି। ଆକାଶବାଣୀ କଟକ ଓ ପୁରୀ ଦ୍ଵାରା ଅନେକ ଗପ ଓ କବିତା ପ୍ରସାରିତ। ଚାରିଟି ସଙ୍କଳନ ପ୍ରକାଶିତ। ଓଡ଼ିଶାର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ। ଆଜି ୫୬ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

Kailash chandra dhal

01-06-2026 / 16:33:35

ଶୁଭେଚ୍ଛା ଭାଇ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion