^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀ ସତ୍ଯ ନାରାୟଣ ମିଶ୍ର

ଜନ୍ମ ତାରିଖ ୧୬/୦୬/୧୯୫୭

ଠିକଣା : ପୁରୀ

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀ ସତ୍ଯ ନାରାୟଣ ମିଶ୍ର ଙ୍କର ଜନ୍ମ ୧୯୫୭ ମସିହା ଜୁନ୍ ମାସ ୧୬ ତାରିଖରେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପ୍ରତାପ ପୁରୁଷୋତ୍ତମ ପୁର ଗ୍ରାମରେ ହୋଇଥିଲା। ପିତା ପଣ୍ଡିତ ଅର୍ଜୁନ ମିଶ୍ର ଏବଂ ମାତା ସତ୍ୟଭାମା ଦେବୀଙ୍କ ଆଶୀର୍ବାଦ ରୁ ସତ୍ୟନାରାୟଣ ପିଲାଟି ଦିନରୁ ଧୀଶକ୍ତି ସମ୍ପନ୍ନ ହୋଇ ପାରି ଥିଲେ। ନିଜର ସାଧନା ବଳରେ ସେ ନିଜକୁ ସଫଳ ସାହିତ୍ୟିକ ଭାବେ ଗଢି ତୋଳି ପାରିଥିଲେ। ଆଜିର ୬୭ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion