^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ବଙ୍କିମ ନାୟକ

ଜନ୍ମ ତାରିଖ ୦୩.୦୯.୧୯୫୪

ଠିକଣା : ବାଳକାଟି

ଫୋନ ନମ୍ବର : x

ଶିଶୁକିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ, ବରିଷ୍ଠ ଶିଶୁ ସାହିତ୍ୟିକ, ସାମ୍ବାଦିକ, ଫିଚର ଲେଖକ, ନଲେଜ ଡଟ କମ୍ ର ସଂପାଦକ ଶ୍ରୀଯୁକ୍ତ ବଙ୍କିମ ନାୟକଙ୍କର ଜନ୍ମ ୧୯୫୪ ମସିହା ସେପ୍ଟେମ୍ବର ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ନିକଟ ଶାଗୁଆଠାରେ ହୋଇଥିଲା। ପିତା ବିଶ୍ୱନାଥ ନାୟକ ଏବଂ ମାତା ନିଶାମଣି ଦେବୀଙ୍କ ଆଶୀର୍ବାଦରୁ ଶ୍ରୀଯୁକ୍ତ ନାୟକ ନିଜର ସାଧନା ବଳରେ ପ୍ରତିଷ୍ଠା କରି ସୁନାମ ଅର୍ଜନ କରିପାରିଛନ୍ତି। ଆଜି ୭୧ତମ ଜୟନ୍ତୀ ଉତ୍ସବରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

02-09-2025 / 07:14:01

ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ ସାର।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion