^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଲାବଣ୍ଯ ଚନ୍ଦ୍ର ସାହୁ

ଜନ୍ମ ତାରିଖ ୨୮.୦୯.୧୯୪୧

ଠିକଣା : କଟକ

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଭ୍ଯ ଡକ୍ଟର ଲାବଣ୍ଯ ଚନ୍ଦ୍ର ସାହୁଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୪୧ ମସିହାରେ କଟକ ସହରରେ ହୋଇଥିଲା । ପିତା ଅର୍ଜୁନ ସାହୁ ଏବଂ ମାତା ମୁକ୍ତାଦେବୀଙ୍କ ଆଶୀର୍ବାଦରୁ ଶ୍ରୀଯୁକ୍ତ ସାହୁ ନିଜର ସାଧନା ବଳରେ ନିଜକୁ ପ୍ରତିଷ୍ଠା କରି ସୁନାମ ଅର୍ଜନ କରିପାରିଛନ୍ତି। ଶୁଭ ଜନ୍ମ ଦିନରେ ଅନେକ ଶୁଭେଚ୍ଛା ଜଣାଇବା ସଙ୍ଗେସଙ୍ଗେ ମହାପ୍ରଭୁଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଅଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion