^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ର

ଜନ୍ମ ତାରିଖ ୨୪.୦୯.୧୯୫୧

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ରଙ୍କର ଜନ୍ମ ୧୯୫୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ବୀରନରସିଂହପୁର ଗ୍ରାମରେ ହୋଇଥିଲା। ପିତା ବଦନାମ ମିଶ୍ର ଏବଂ ମାତା ପଦ୍ମାବତୀ ମିଶ୍ରଙ୍କର ଆଶୀର୍ବାଦରୁ ଶ୍ରୀଯୁକ୍ତ ମିଶ୍ର ଅକ୍ଳାନ୍ତ ପରିଶ୍ରମ କରି ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଛନ୍ତି। ଆଜି ୭୪ ତମ ଜନ୍ମ ଉତ୍ସବରେ ଏକାଡେମୀ ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion