^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି

ଜନ୍ମ ତାରିଖ ୧୩.୦୯.୧୯୫୪

ଠିକଣା : ଜଗତସିଂହପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଭ୍ୟା ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି(ସଭ୍ୟ ସଂଖ୍ୟା ୭୩) ଙ୍କର ଜନ୍ମ ୧୯୫୪ ମସିହା ସେପ୍ଟେମ୍ବର ୧୩ ତାରିଖରେ ଜଗତସିଂହପୁର ଜିଲ୍ଲା ସାତପୁରା ଗ୍ରାମରେ ହୋଇଥିଲା । ପିତା ଗୋପୀନାଥ ମହାନ୍ତି ଏବଂ ମାତା ନିର୍ମଳା ମହାନ୍ତିଙ୍କର ଆଶୀର୍ବାଦରୁ ଡକ୍ଟର ମହାନ୍ତି ପ୍ରତିଷ୍ଠା ଲାଭ କରି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରି ପାରିଛନ୍ତି। ଆଜି ୭୧ ତମ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion