^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ବସିରନ ବିବି

ଜନ୍ମ ତାରିଖ ୦୧.୧୦.୧୯୫୦

ଠିକଣା : ନୟାଗଡ

ଫୋନ ନମ୍ବର : x

ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶାର ମାନନୀୟା ସଦସ୍ୟା ତଥା ଓଡିଆ ଶିଶୁ ସାହିତ୍ୟ ଜଗତର ଉଜ୍ଜ୍ବଳ ନକ୍ଷତ୍ର ବସିରନ ବିବିଙ୍କର ଜନ୍ମ ୧୯୫୦ ମସିହା ଅକ୍ଟୋବର ୧ତାରିଖରେ ନୟାଗଡ଼ ଜିଲ୍ଲା ବୋଲଗଡ ନିକଟ ଟାଙ୍ଗି ସାହିରେ ହୋଇ ଥିଲା। ପିତା ମହମଦ୍ ଶେଖ୍ ତାଜ ଏବଂ ମାତା କୁଲସନ୍ ବିବିଙ୍କ ଆଶୀର୍ବାଦରୁ ସେ ନିଜର ପ୍ରତିଭା ବିକଶିତ କରି ଖାସ୍ କରି ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୭୫ ତମ ଜୟନ୍ତୀ ଉତ୍ସବ ରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଶୁଭ ମନାସୁଅଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

H n muduli

01-10-2025 / 13:18:33

ହାର୍ଦ୍ଦିକ ଅଭିନନ୍ଦନ। ଶୁଭ ଅଭିନନ୍ଦନ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion