^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର

ଜନ୍ମ ତାରିଖ ୦୨.୧୦.୧୯୫୧

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଆ ଶିଶୁ ସାହିତ୍ୟ ଜଗତର ପ୍ରତିଭାବାନ ସ୍ରଷ୍ଟା, ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କର ଜନ୍ମ ୧୯୫୧ ମସିହା ଅକ୍ଟୋବର ମାସ ୨ତାରିଖ ରେ ପୁରୁଣା ଭୁବନେଶ୍ୱର ର ହରଚଣ୍ଡି ସାହିରେ ଶ୍ରୀ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ପରିବାରରେ ହୋଇ ଥିଲା। ପିତା ଆର୍ତ୍ତତ୍ରାଣ ମହାପାତ୍ର ଏବଂ ମାତା ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରୁ ଶ୍ରୀଯୁକ୍ତ ମହାପାତ୍ର ପିଲାଟି ଦିନରୁ ସାରସ୍ୱତ ସାଧନାରେ ମନନିବେଶ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଅନେକ ପୁସ୍ତକ ରଚନା କରିବା ସହିତ ଶତାଧିକ ଅନୁଷ୍ଠାନରୁ ଲାଭ କରିଛନ୍ତି ଅନେକ ପୁରସ୍କାର। ଆଜି ୭୪ ତମ ଜନ୍ମ ଦିନରେ ଶ୍ରୀଯୁକ୍ତ ମହାପାତ୍ର ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟକୃଷ୍ଣ ସାହୁ

03-10-2025 / 11:21:38

ବଡ଼ ଭାଇ ନମସ୍କାର। ଆପଣଙ୍କ ସଦା ସର୍ବଦା ସୁଖୀ ରହିଥାଆନ୍ତୁ।

ହଂସନାଥ ମୁଦୁଲି

02-10-2025 / 09:41:58

ଅଭିନନ୍ଦନ ହୃଦୟରୁ। ପ୍ରଣାମ।

Govinda Chandra Tripathy

01-10-2025 / 12:30:30

ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା ଆଜ୍ଞା । ଜୁହାର ।

ବୃନ୍ଦାବନ କୁମ୍ଭାର

04-10-2024 / 21:07:38

ଭଲରେ ଥାନ୍ତୁ ଅଭିନନ୍ଦନ

ଲଷ୍ମୀ କାନ୍ତ ଖୁଣ୍ଟିଆ

01-10-2024 / 12:00:34

ରଘୁ ଭାଇ, ପ୍ରଣାମ. ଜନ୍ମଦିନର ଶୁଭେଚ୍ଛା ଭଲରେ ଥାନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion