^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ବ୍ରୁନ୍ଦାବନ କୁମ୍ଭାର

ଜନ୍ମ ତାରିଖ ୦୩.୧୦.୧୯୬୧

ଠିକଣା : ଟିଟିଲାଗଡ

ଫୋନ ନମ୍ବର : x

ଓଡ଼ିଶା ର ବିଶିଷ୍ଟ ଶିଶୁ ସାହିତ୍ୟିକ ମହିମା ଧର୍ମର ପ୍ରଚାରକ, ବିଦ୍ଯାଶ୍ରୀ ଭ୍ରାମ୍ୟମାଣ ପାଠାଗାରର ପ୍ରତିଷ୍ଠାତା ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡିଶାର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ବ୍ରୁନ୍ଦାବନ କୁମ୍ଭାରଙ୍କର ଜନ୍ମ ୧୯୬୧ ମସିହା ଅକ୍ଟୋବର ୩ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟ ଚିନ୍ତାପଲା ଗ୍ରାମରେ ହୋଇଥିଲା। ପିତା ରଘୁ ମଣି କୁମ୍ଭାର ଏବଂ ମାତା ମଞରୀ କୁମ୍ଭାରଙ୍କର ଆଶୀର୍ବାଦ ରୁ ଶ୍ରୀଯୁକ୍ତ କୁମ୍ଭାର ନିଜର ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜିର୬୪ ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଶ୍ରୀଯୁକ୍ତ କୁମ୍ଭାର ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

01-10-2025 / 13:36:33

ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ।

ବିରଞ୍ଚି ନାରାୟଣ ଦାଶ

05-10-2024 / 21:02:03

ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ କୁମ୍ଭାର ଆଜ୍ଞା।

Bablu jal

03-10-2024 / 13:01:21

Happy birthday sir

ଲଷ୍ମୀ କାନ୍ତ ଖୁଣ୍ଟିଆ

01-10-2024 / 11:59:23

ଜନ୍ମଦିନର ଶୁଭେଚ୍ଛା କୁମ୍ଭାର ବାବୁ. ଭଲରେ ଥାନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion