^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ଜୟନ୍ତୀ ପଣ୍ଡା(ଜୟନ୍ତିକା)

ଜନ୍ମ ତାରିଖ ୧୬.୧୦.୧୯୫୯

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଆ ଭାଷା ସାହିତ୍ୟ ର ସୁପ୍ରତିଷ୍ଠିତ ସାହିତ୍ୟିକା, ଅବସର ପ୍ରାପ୍ତ ପ୍ରଫେସର, ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶା ର ମାନନୀୟା ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଣ୍ଡା(ଜୟନ୍ତିକା) ଙ୍କର ଜନ୍ମ ୧୯୫୯ ମସିହା ଅକ୍ଟୋବର ମାସ ୧୬ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ହୋଇଥିଲା। ପିତା ବାମନ ଚରଣ ପଣ୍ଡା ଏବଂ ମାତା ସତ୍ଯ ଭାମା ପଣ୍ଡା ଙ୍କ ଆଶୀର୍ବାଦ ରୁ ଶ୍ରୀମତୀ ପଣ୍ଡା ନିଜର ପ୍ରଗାଢ ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୬୫ ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଶ୍ରୀମତୀ ପଣ୍ଡା ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟକୃଷ୍ଣ ସାହୁ

03-10-2025 / 11:30:27

ଆପଣଙ୍କ ଶୁଭ ଜନ୍ମ ଦିନରେ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ବିରଞ୍ଚି ନାରାୟଣ ଦାଶ

01-10-2025 / 13:39:31

ଅନେକ ଅନେକ ଅଭିନନ୍ଦନ ମେଡମ

ବିରଞ୍ଚି ନାରାୟଣ ଦାଶ

05-10-2024 / 21:05:26

ଜନ୍ମ ଦିନର ଅଭିନନ୍ଦନ ମ୍ୟାଡାମ।

ବୣନ୍ଦାବନ କୁମାର

03-10-2024 / 19:28:13

ଆପଣଙ୍କୁ ଜୁହାର

ଲଷ୍ମୀ କାନ୍ତ ଖୁଣ୍ଟିଆ

01-10-2024 / 11:55:37

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମ୍ୟାଡ଼ାମ. ପ୍ରଣାମ ଆପଣଙ୍କୁ.

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion