^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଶରତ କୁମାର ବିଶ୍ୱାଳ

ଜନ୍ମ ତାରିଖ ୨୬.୧୦.୧୯୫୩

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡିଶା ତଥା ଓଡିଆ ସାହିତ୍ୟରପ୍ରଥିତ ଯଶା ସାହିତ୍ୟିକ, ବରିଷ୍ଠ ପ୍ରଶାସକ, ଗଣ ଶିକ୍ଷା ବିଭାଗର ପୂର୍ବ ତନ ନିର୍ଦେଶକ ଏବଂ ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡିଶାର ମାନନୀୟ ସଦସ୍ୟ ଡକ୍ଟର ଶରତ କୁମାର ବିଶ୍ୱାଳ ଙ୍କର ଜନ୍ମ ୧୯୫୩ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଯାଜପୁର ଜିଲ୍ଲା ଋଷିପୁର ଗ୍ରାମରେ ହୋଇଥିଲା। ପିତା ସ୍ୱର୍ଗତ ନରହରି ବିଶ୍ୱାଳ ଏବଂ ମାତାଫୁଲଦେବୀ ଙ୍କର ଆଶୀର୍ବାଦ ରୁ ଡକ୍ଟର ବିଶ୍ୱାଳ ପିଲାଟି ଦିନରୁ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସାରସ୍ଵତ ସାଧନା ପାଇଁ ଲାଭ କରିଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ଆଜି ୭୨ତମ ଜନ୍ମ ଦିନରେ ଡକ୍ଟର ବିଶ୍ୱାଳଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟକୃଷ୍ଣ ସାହୁ

03-10-2025 / 11:06:50

ନମସ୍କାର ସାର୍। ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ବିରଞ୍ଚି ନାରାୟଣ ଦାଶ

01-10-2025 / 13:37:50

ଅନେକ ଅନେକ ଅଭିନନ୍ଦନ ସାର।

ବିରଞ୍ଚି ନାରାୟଣ ଦାଶ

05-10-2024 / 21:06:24

ଜନ୍ମ ଦିନର ଅଭିନନ୍ଦନ ସାର।

ବୃନ୍ଦାବନ

04-10-2024 / 21:15:02

ଇଶ୍ୱର ମଙ୍ଗଳ କରନ୍ତୁ

ଲଷ୍ମୀ କାନ୍ତ ଖୁଣ୍ଟିଆ

01-10-2024 / 11:57:54

ପ୍ରଣାମ ସାର. ସୁସ୍ଥରେ ଥାନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion