^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଅରବିନ୍ଦ ପଟ୍ଟନାୟକ

ଜନ୍ମ ତାରିଖ ୧୯/୦୧/୧୯୩୮

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଡକ୍ଟର ଅରବିନ୍ଦ ପଟ୍ଟନାୟକ, ଓଡ଼ିଆ ଭାଷା ସାହିତ୍ୟ ର ଜଣେ ବିଶିଷ୍ଟ ଭାଷାବିତ ଏବଂ ବରେଣ୍ୟ ସାହିତ୍ୟ ସାଧକ। କ୍ରୁତବିଦ୍ୟ ପ୍ରଫେସର ଓ ଗବେଷକ। ଡକ୍ଟର ଅରବିନ୍ଦ ପଟ୍ଟନାୟକ ଙ୍କର ଜନ୍ମ ୧୯୩୮ମସିହା ଜାନୁଆରୀ ମାସର ୧୯ତାରିଖରେ ପୁରୀ ଜିଲ୍ଲା ଗଙ୍ଗପଡା ନିକଟ ଗ୍ରାମଡିହ ଠାରେ ହୋଇଥିଲା। ଶତାଧିକ ପୁସ୍ତକର ରଚୟିତା ଡକ୍ଟର ଅରବିନ୍ଦ ପଟ୍ଟନାୟକ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନେକ ଅନୁଷ୍ଠାନରୁ ପୁରସ୍କୃତ। ଆଜି ତାଙ୍କ ପବିତ୍ର ଜନ୍ମ ଦିନରେ ଆମେ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ମହାପ୍ରଭୁଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଅଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion