^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଲକ୍ଷ୍ମୀଧର ନାୟକ

ଜନ୍ମ ତାରିଖ ୦୬.୦୬.୧୯୮୫

ଠିକଣା : ନୟାଗଡ

ଫୋନ ନମ୍ବର : ୮୨୭୦୩୭୨୪୯୮

ବିଶିଷ୍ଟ ଶିଶୁ ସାହିତ୍ୟିକ ଲକ୍ଷ୍ମୀଧର ନାୟକ ୧୯୮୫ ମସିହା ଜୁନ ଛଅ ତାରିଖରେ ନୟାଗଡ ଜିଲ୍ଲା ବାଉଁଶିଆପଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପରମାନନ୍ଦ ନାୟକ ଓ ମାତାଙ୍କ ନାମ କମଳା ନାୟକ। ଶିଶୁମାନଙ୍କ ପାଇଁ ସେ ଅନେକ ଉପାଦେୟ ପୁସ୍ତକ ରଚନା କରି ଓଡିଆ ଶିଶୁ ସାହିତ୍ଯ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଅଛି `ଆସରେ ମିତ ଗାଇବା ଗୀତ`, `ଗୀତ ମହକ` ,`ଆମ ବଣରାଇଜର କାହାଣୀ` ଇତ୍ୟାଦି। ତାଙ୍କର ଜନ୍ମଦିନରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘଜୀବନ କାମନା କରୁଛୁ । ତାଙ୍କ ସାରସ୍ଵତ ସାଧନ ଅବ୍ଯାହତ ରହୁ, ସେ ଆହୁରି ଉପାଦେୟ ପୁସ୍ତକ ରଚନା କରନ୍ତୁ, ଏହାହିଁ ଆଶା କରୁଛୁ । ତାଙ୍କର ଯୋଗାଯୋଗ ଟେଲିଫୋନ ନମ୍ବର ହେଉଛି ୮୨୭୦୩୭୨୪୯୮ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion