^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ପର୍ଶୁରାମ ପଣ୍ଡା

ଜନ୍ମ ତାରିଖ ୧୦/୦୧/୧୯୭୦

ଠିକଣା : ଭଦ୍ରକ

ଫୋନ ନମ୍ବର : x

ଡକ୍ଟର ପର୍ଶୁରାମ ପଣ୍ଡା ଜଣେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ଚିତ୍ର ଶିଳ୍ପୀ। ଡକ୍ଟର ପର୍ଶୁରାମ ପଣ୍ଡାଙ୍କର ଜନ୍ମ ୧୯୭୦ମସିହା ଜାନୁଆରୀ ମାସର ୧୦ ତାରିଖ ରେ ଭଦ୍ରକ ଜିଲ୍ଲା ସମରାୟ ପୁର ଗ୍ରାମ ରେ ହୋଇଥିଲା। ଡକ୍ଟର ପର୍ଶୁରାମ ପଣ୍ଡା ଙ୍କର ମୋଟ ୨୭ ଖଣ୍ଡ ଉପାଦେୟ ପୁସ୍ତକ ପ୍ରକାଶିତ। ନିଜର କ୍ରୁତିତ୍ୱ ପାଇଁ ଲାଭ କରିଛନ୍ତି ଅନେକ ପୁରସ୍କାର। ଆଜିର ଶୁଭ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:21:26

ଆପଣଙ୍କ ସାହିତ୍ୟ ସାଧନା ଅତୁଳନୀୟ। ଆପଣ ଦୀର୍ଘାୟୁ ହୁଅନ୍ତୁ ଏବଂ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆପଣଙ୍କ ନୂଆ ନୂଆ ସୃଷ୍ଟି ଦ୍ୱାରା ସମୃଦ୍ଧ କରୁଥାନ୍ତୁ। ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ।"

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion