^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଉପେନ୍ଦ୍ର କୁମାର ଜେନା

ଜନ୍ମ ତାରିଖ ୦୯/୦୧/୧୯୫୪

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ବିଶିଷ୍ଟ ଶିଶୁ ସାହିତ୍ୟିକ, ସଂଗଠକ ସଂପାଦକ ଡକ୍ଟର ଉପେନ୍ଦ୍ର କୁମାର ଜେନାଙ୍କର ଜନ୍ମ ୧୯୫୪ମସିହା ଜାନୁଆରୀ ମାସର୯ତାରିଖରେ କଟକ ଜିଲ୍ଲା ମାଳବିହାରପୁରଠାରେ ହୋଇଥିଲା। ବର୍ତ୍ତମାନ ସୁଧା ଡକ୍ଟର ଉପେନ୍ଦ୍ର କୁମାର ଜେନା ଙ୍କର ୨୩ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ। ଡକ୍ଟର ଜେନା ଏନ୍ ସି ଇ ଆରଟି ପୁରସ୍କାର ସହିତ ଶତାଧିକ ଅନୁଷ୍ଠାନ ରୁ ପୁରସ୍କୃତ। କୁନିରାଇଜ ପତ୍ରିକା ର ସଂପାଦକ ତଥା ରାଜଧାନୀ ପୁସ୍ତକ ମେଳାର ସଭାପତି ଭାବେ ବେଶ୍ ପରିଚିତ। ଆଜିର ଶୁଭ ଜନ୍ମ ଦିନରେ ତାଙ୍କୁ ଅଭିନନ୍ଦନ ଜଣାଉଅଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion