^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ କ୍ରୁଷ୍ଣ ଚନ୍ଦ୍ର ସୁଆର

ଜନ୍ମ ତାରିଖ ୦୪/୦୧/୧୯୫୬

ଠିକଣା : ବେଲ ଗୁଣ୍ଠା

ଫୋନ ନମ୍ବର : x

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ କ୍ରୁଷ୍ଣ ଚନ୍ଦ୍ର ସୁଆରଙ୍କର ଜନ୍ମ ୧୯୫୬ ମସିହା ଜାନୁଆରୀ ମାସର୪ ତାରିଖରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ହୋଇ ଥିଲା। ଅଦ୍ୟାବଧି ତାଙ୍କର ୧୨ଖଣ୍ଡ ପୁସ୍ତକ ପ୍ରକାଶିତ। ନିଜର ସାରସ୍ୱତ ସାଧନା ପାଇଁ ଓଡ଼ିଶାର ଅନେକ ଅନୁଷ୍ଠାନରୁ ପୁରସ୍କୃତ। ଆଜିର ଶୁଭ ଜନ୍ମଦିନରେ ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଅଭିନନ୍ଦନ ଜଣାଉଛି।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion