^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଜୟକୃଷ୍ଣ ସାହୁ

ଜନ୍ମ ତାରିଖ ୧୫/୧୦/୧୯୫୨

ଠିକଣା : କପିଳ ପ୍ରସାଦ, ଭୁବନେଶ୍ୱର-୨

ଫୋନ ନମ୍ବର : ୯୯୩୭୦୯୨୩୯୭

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ, ବିଶିଷ୍ଟ ଶିଶୁ ସାହିତ୍ୟିକ, ଜୟକୃଷ୍ଣ ସାହୁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ୍ ଗ୍ରାମ ରେ ୧୫/୧୦/୧୯୫୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୰ଚନ୍ଦ୍ରମଣି ସାହୁ। ବର୍ତମାନ ସୁଦ୍ଧା ତାଙ୍କର ଦଶ ଖଣ୍ଡ ଶିଶୁ ସାହିତ୍ଯ ପୁସ୍ତକ ( ନଅଟି କବିତା ବହି ଓ ଗୋଟିଏ ଗପ ବହି) ପ୍ରକାଶିତ ହୋଇଛି ଓ ସେ ବହୁ ଅନୁଷ୍ଠାନରୁ ଶିଶୁ ସାହିତ୍ଯ ରଚନା ପାଇଁ ପୁରସ୍କୃତ ହୋଇଛନ୍ତି । ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion