^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ଅରୁଣ କୁମାର ପଣ୍ଡା

ଜନ୍ମ ତାରିଖ ୨୭/୦୧/୧୯୭୩

ଠିକଣା : ଗ୍ରା./ପୋ.-ତୋଟାପଡ଼ା, ଭାୟା-ଘଣ୍ଟେଶ୍ୱର, ଜି.-ଭଦ୍ରକ-୭୫୬୧୨୯

ଫୋନ ନମ୍ବର : ୯୯୩୭୬୭୨୭୦୮

ଡକ୍ଟର ଅରୁଣ କୁମାର ପଣ୍ଡା ଓଡିଶା ର ଜଣେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଗବେଷକ ଭାବରେ ବେଶ୍ ପରିଚିତ। ଡକ୍ଟର ଅରୁଣ କୁମାର ପଣ୍ଡା ଙ୍କର ଜନ୍ମ ୧୯୭୩ମସିହା ଜାନୁଆରୀ ମାସର ୨୭ ତାରିଖରେ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ଵର ନିକଟ କେଶର ପୁର ଠାରେ ହୋଇଥିଲା। ଡକ୍ଟର ଅରୁଣ କୁମାର ପଣ୍ଡା ଙ୍କର ବର୍ତ୍ତମାନ ସୁଧା ୫୬ଖଣ୍ଡ ପୁସ୍ତକ ପ୍ରକାଶିତ। ନିଜର ସାରସ୍ୱତ ସାଧନା ପାଇଁ ଲାଭ କରିଛନ୍ତି ବିଗ୍ୟାନ ଏକାଡେମୀ ପୁରସ୍କାର ଏବଂ ପ୍ରକ୍ରୁତି ମିତ୍ର ପୁରସ୍କାର ଭଳି ସମ୍ମାନ ଜନକ ପୁରସ୍କାର। ଆଜିର ପବିତ୍ର ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:20:03

ସାହିତ୍ୟ ଜଗତର ଅନନ୍ୟ ପ୍ରତିଭା ତଥା ସାରସ୍ୱତ ସାଧକଙ୍କୁ ଜନ୍ମଦିନର ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ମା’ ସାରଳା ଆପଣଙ୍କ ଲେଖନୀକୁ ଆହୁରି ଶାଣିତ କରନ୍ତୁ ଏବଂ ଆପଣଙ୍କ ସୃଷ୍ଟି ସର୍ବଦା ପାଠକଙ୍କୁ ମନ୍ତ୍ରମୁଗ୍ଧ କରୁଥାଉ।"

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion