^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ

ଜନ୍ମ ତାରିଖ ୧୮/୦୧/୧୯୫୯

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : 9437281155

ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଓଡିଶା ର ଜଣେ ମୁର୍ଦ୍ଧନ୍ୟ ସାହିତ୍ୟିକ । ଦୀର୍ଘକାଳ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହି ନିକଟରେ ସେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ପଦରୁ ଅବସର ନେଇଛନ୍ତି। ଶ୍ରୀଯୁକ୍ତ ମଲ୍ଲିକଙ୍କର ଜନ୍ମ ୧୯୫୯ମସିହା ଜାନୁଆରୀ ମାସର ୧୮ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟ କୁସୁନୁପୁର ଠାରେ ହୋଇଥିଲା। ଏଯାବତ ଶ୍ରୀଯୁକ୍ତ ମଲ୍ଲିକଙ୍କର ୧୩ଖଣ୍ଡ ଉପାଦେୟ ପୁସ୍ତକ ପ୍ରକାଶିତ। ଓଡିଶା ର ବିଭିନ୍ନ ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇଛନ୍ତି । ତାଙ୍କ ପବିତ୍ର ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:23:37

ଶୁଭ ଜନ୍ମଦିନ! ଆଶା କରୁଛି ଏ ବର୍ଷ ତୁମର ସବୁଠାରୁ ଶ୍ରେଷ୍ଠ ବହିଟି ପ୍ରକାଶ ପାଉ। ଲେଖାଲେଖି ଜାରି ରହୁ।"

ବୃନ୍ଦାବନ କୁମ୍ଭାର

01-01-2026 / 11:16:05

ଜନ୍ମ ଦିନର ଅଭିନନ୍ଦନ ଦୀର୍ଘାୟୁ ହୁଅନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion