^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଦୀନବନ୍ଧୁ ପୋଇ

ଜନ୍ମ ତାରିଖ xx

ଠିକଣା : ଢ଼େଙ୍କାନାଳ

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଦୀନବନ୍ଧୁ ପୋଇ ଙ୍କର ଜନ୍ମ ୧୯୬୯ ମସିହା ଏପ୍ରିଲ୍ ୨ ତାରିଖରେ ଢ଼େଙ୍କାନାଳ ଜିଲ୍ଲା ଗୋରଡ଼ା ପାଳରେ ହୋଇଥିଲା। ପିଲାଟି ଦିନରୁ ପିତା ୰ ପଞ୍ଚାନନ ପୋଇ ଏବଂ ୰ମେଘ ପୋଇଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଥିଲେ। ସେ ବହୁ ଶିଶୁସାହିତ୍ୟ ପୁସ୍ତକ ରଚନା କରି ଓଡିଆ ବାଣୀ ଭଣ୍ଡାରକୁ ସ୍ମୃଦ୍ଧ କରିଛନ୍ତି। ବହୁ ପୁରସ୍କାର ସମ୍ମାନ ଲାଭ କରିଥିବା ଶ୍ରୀ ପୋଇ ବର୍ତ୍ତମାନ ସକ୍ରିୟ ଅଛତି ଶିଶୁସାହିତ୍ୟ କ୍ଷେତ୍ରରେ। ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ତାଙ୍କର ଦୀର୍ଘଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion