^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

କୈଳାସ ଚନ୍ଦ୍ର ଧଳ

ଜନ୍ମ ତାରିଖ ୧୬-୦୬-୧୯୬୯

ଠିକଣା : ଫୁଲବାଣୀ, କନ୍ଧମାଳ

ଫୋନ ନମ୍ବର : XX

ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ୧୯୭୧ ମସିହା ଜୁନ ଷୋହଳ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଗ୍ରାମରେ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଧାକାନ୍ତ ପାଇକରାୟ ଓ ମାତାଙ୍କ ନାମ କାମିନୀ ଧଳ । ଶିଶୁମାନଙ୍କ ପାଇଁ ସେ ଅନେକ ଉପାଦେୟ ପୁସ୍ତକ ରଚନା କରି ଓଡିଆ ଶିଶୁ ସାହିତ୍ଯ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଜନ୍ମଦିନରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘଜୀବନ କାମନା କରୁଛୁ । ତାଙ୍କ ସାରସ୍ଵତ ସାଧନା ଅବ୍ଯାହତ ରହୁ, ସେ ଆହୁରି ଉପାଦେୟ ପୁସ୍ତକ ରଚନା କରନ୍ତୁ, ଏହା ହିଁ ଆଶା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion