^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଜୟନ୍ତ କୁମାର ଓଝା

ଜନ୍ମ ତାରିଖ ୧୭.୦୬.୧୯୮୧

ଠିକଣା : ଭୁରୁଙ୍ଗା, ଯାଜପୁର

ଫୋନ ନମ୍ବର : ୯୫୪୦୨୩୬୬୪୬

ବିଶିଷ୍ଟ ଶିଶୁ ସାହିତ୍ୟିକ ଜୟନ୍ତ କୁମାର ଓଝା ୧୯୮୧ ମସିହା ଜୁନ ତିନି ତାରିଖରେ ଯାଜପୁର ଜିଲ୍ଲା ଭୁରୁଙ୍ଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗଦାଧର ଓଝା ଓ ମାତାଙ୍କ ନାମ ହେମଲତା ଓଝା । ଶିଶୁମାନଙ୍କ ପାଇଁ ସେ ଅନେକ ଉପାଦେୟ ପୁସ୍ତକ ରଚନା କରି ଓଡିଆ ଶିଶୁ ସାହିତ୍ଯ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଜନ୍ମଦିନରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘଜୀବନ କାମନା କରୁଛୁ । ତାଙ୍କ ସାରସ୍ଵତ ସାଧନା ଅବ୍ଯାହତ ରହୁ, ସେ ଆହୁରି ଉପାଦେୟ ପୁସ୍ତକ ରଚନା କରନ୍ତୁ, ଏହା ହିଁ ଆଶା କରୁଛୁ । ତାଙ୍କର ଯୋଗାଯୋଗ ଟେଲିଫୋନ ନମ୍ବର ହେଉଛି ୯୫୪୦୨୩୬୬୪୬।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion