^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ହରିପ୍ରିୟା ପଟ୍ଟନାୟକ

ଜନ୍ମ ତାରିଖ 0୩/0୩/୧୯୫୭

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟା ଶ୍ରୀମତୀ ହରିପ୍ରିୟା ପଟ୍ଟନାୟକଙ୍କର ଜନ୍ମ ୧୯୫୭ ମସିହା ମାର୍ଚ୍ଚ ମାସ ୩ତାରିଖରେ କଟକ ସହରରେ ହୋଇଥିଲା। ଶିକ୍ଷା ଏବଂ ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତ୍ତର ଡିଗ୍ରୀ ଲାଭ କଲାପରେ ସେ ଶିକ୍ଷା ବିଭାଗରେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ କାର୍ଯ କରି ଅବସର ଗ୍ରହଣ କରିଛନ୍ତି । ବାଲ୍ୟକାଳରୁ ସେ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରିଛନ୍ତି। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁଙ୍କ କରୁଣାରୁ ତାଙ୍କର ଅବସର ଜୀବନ ସୁଖମୟ ହେଉ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବୃନ୍ଦାବନ କୁମ୍ଭାର

01-03-2026 / 14:02:42

ଦୀର୍ଘାୟୁ ହୁଅନ୍ତୁ ଈଶ୍ୱର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion