ଇ - ପାଠାଗାରକୁ ସ୍ଵାଗତ

ଇ - ପାଠାଗାରରେ ଗଚ୍ଛିତ ଅଛି ଅନେକ ବହି । ସବୁ ଗୁଡିକ ଶିଶୁ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ । ସମସ୍ତେ ଏହାକୁ ପଢିବେ ଓ ଉପକୃତ ହେବେ ଏହି ଆଶା କରି ଇ - ପାଠାଗାର ର ପରିକଳ୍ପନା କରାଯାଇଛି ।

 

ଏହାକୁ କିପରି ପଢିବେ ?

ଆପଣ ବହି ଯେପରି ପଢନ୍ତି, ଠିକ ସେହିପରି ପଢିବେ । ବହିର ପ୍ରୁଷ୍ଠା ଓଲଟାଇଲ ପରି ଏହାର ପ୍ରୁଷ୍ଠା ପରେ ପ୍ରୁଷ୍ଠା ଓଲଟାଇ ପାରିବେ । ପୃଷ୍ଠାର ଉପର କିମ୍ବା ତଳ ଧାରରେ ନିଜର ମାଉସ କ୍ଲିକ କଲେ ପୃଷ୍ଠାଟି ଓଲଟିଯିବା । ପର ପୃଷ୍ଠାଟି ଦେଖାଯିବ । ଯେଉଁମାନେ ମୋବାଇଲ ଫୋନ ରେ ଦେଖୁଛନ୍ତି ପୃଷ୍ଠା ପାର୍ଶ୍ଵରେ ଆଙ୍ଗୁଠି ରଖି ଘଷି ଦେଲେ ପରବର୍ତୀ ପୃଷ୍ଠା ଦେଖାଯିବ । ଏହାଛଡା ପୃଷ୍ଠାର ବାହରପଟେ ଥିବା ତୀର ଚିହ୍ନ କୁ ମାଉସ କ୍ଲିକ କାଲେ ମଧ୍ୟ ପର ପୃଷ୍ଠା ଦେଖିହେବ । ଠିକ ସେହି ଢଙ୍ଗରେ ମଧ୍ୟ ପୂର୍ବବର୍ତୀ ପୃଷ୍ଠାକୁ ଯାଇହେବା ।

 

ବହିଟିକୁ ପୁସ୍ତକ ଆକାରରେ ନେବେ କି ?

ଯଦି ବହିଟି ଆପଣଙ୍କୁ ଭଲ ଲାଗୁଛି ଓ ଆପଣ ବହିଟିକୁ ପୁସ୍ତକ ଆକାରରେ ପାଖରେ ରଖିବାକୁ ଚାହୁଁଛନ୍ତି , ତେବେ ଲେଖକ / ଲେଖିକାଙ୍କ ସହିତ ଯୋଗାଯୋଗ କରି ପାରିବେ । ଆମ ସହିତ ଯୋଗାଯୋଗ କଲେ ଆମେ ମଧ୍ୟ ପୁସ୍ତକଟିକୁ ଯୋଗାଇଦେବାକୁ ଚେଷ୍ଟା କରିବୁ । ଆମକୁ ଚିଠି ଲେଖନ୍ତୁ ;shishukishora@gmail.com ଠିକଣାରେ ।

ପଢିବା ଆରମ୍ଭ କରନ୍ତୁ

 

e-library 2024 1
E library 2024 2
E library 2024 3
E library 2024 4
E library 2024 5
E library 2024 6
E library 2024 7
E library 2024 8
E library 2024 9
E library 2024 10
E library 2024 11
X

CONTACT

Thanks for your email

Thank you