ଫୁକୁଲ ଫୁକୁଲ ଫା କୀର୍ତ୍ତନ ସାହୁ ଅଗଷ୍ଟ: ୨୦୨୫ Canonical: https://shishukishora.com/shishu/article_details-88b9ae384f.html ଫୁକୁଲ ଫୁକୁଲ ଫା କୁନା ପଢ଼ିବରେ ମା ଟପର ଟପର ଟା କୁନିକୁ ଡାକିବ ଆ । ଖୁପୁର ଖୁପୁର ଖ କୁନିକୁ କହିବ ଵ ଝପର ଝପର ଝ ବହିକୁ ଟିକିଏ ଧ । ଝୁପୁରୁ ଝୁପୁରୁ ଝା ମେଘ ବରଷିଲା ପା ପାଣି ଧାର ବହି ଯା ଡଙ୍ଗା ଭସାଇବା ଚା । ଟପର ଟପର ଟ କାହିଁକି ଭିଜୁଛୁ କ ଥଣ୍ଡା ଧରିଯିବ ତ କପଡ଼ାରେ ପୋଛି ହ । ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂର ଭାଷ - ୯୪୩୮୪୧୪୭୦୧