କୁନି ପାଇଁ ଚୂନି ଗୀତ ; ନୀଳମଣି ଚାନ୍ଦ ଜାନୁୟାରୀ: ୨୦୨୪ Canonical: https://shishukishora.com/shishu/article_details-dcffd4f7bc.html ଠୋ ଠା ଠି ମାଛି କରଇ ଭଣ୍ ଭଣ୍ କରରେ ତା`କୁ ଛି ମହୁମାଛି ରସଟି ଧରେ ମହୁଫେଣା ତିଆରି କରେ ଟୋପେ ମିଳିଲେ ଦିଅରେ ଚାଟି ପାଇଲେ ବେଶି ଖାଅରେ ବାଣ୍ଟି ଘର ବାହାରେ ଫୁଟୁଛି ଵାଣ ଶୁଭଇ ଢା ଢି ମୁନୀ କାନ୍ଦିଲା କୁନି ହସିଲା ହା ହା ହା ହି। ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭