ସାଇକେଲ ପାଇଁ ଗୀତ ଟିଏ ରଘୁ ନନ୍ଦନ ମହାପାତ୍ର ମାର୍ଚ : ୨୦୨୪ Canonical: https://shishukishora.com/shishu/article_details-e4b98ed46e.html ଦୁଇ ଚକରେ ଚାଲେ ସାଇକେଲ ଚକରେ ପବନ ଥିଲେ ଚାଳକ ବସି ପେଡାଲ ମାରିଲେ ସର ସର ହୋଇ ଚାଲେ। ତେଲପିଏନା ଧୂଆଁ ଛାଡେନା ପାଦ ବଳରେ ସେ ଯାଏ ଖରଚ କମ୍ ସବୁରି ଲାଗି ପାଖ ବାଟକୁ ତା ପାଏ।