ତପନ କୁମାର ସ୍ୱାଇଁ
ଲେଖକଙ୍କୁ ଜାଣନ୍ତୁ
ତପନ କୁମାର ସ୍ୱାଇଁ ଶିଶୁ ସାହିତ୍ୟ ଓ ଗୀତି କବିତା ଲେଖନ୍ତି । ସାହିତ୍ୟ ସହ ଚିତ୍ର ଓ ଅଭିନୟରେ ତାଙ୍କର ଆଗ୍ରହ ରହିଛି । ଶିଶୁ କିଶୋରରେ ପ୍ରକାଶିତ ‘ଖରା ଦିନରେ ମିତ’ କବିତାରେ ଗରମ ଦିନରେ ଶୀତଳ ପବନକୁ ବନ୍ଧୁ ଭାବେ ଡକାଯାଇଛି ।