ଡକ୍ଟର ରବିନାରାୟଣ ସାହୁ
ଲେଖକଙ୍କୁ ଜାଣନ୍ତୁ
ଡକ୍ଟର ରବିନାରାୟଣ ସାହୁ ପିଲାମାନଙ୍କ ପାଇଁ କବିତା ଲେଖନ୍ତି ଓ ‘କଳାମାଣିକ’ ପତ୍ରିକାର ସମ୍ପାଦନା କରନ୍ତି । ବରଗଡ଼ରେ ‘ଶିଶୁଶ୍ରୀ’ ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା କାର୍ଯ୍ୟକ୍ରମ ସହ ସେ ଜଡ଼ିତ ।