ତପନ କୁମାର ସ୍ବାଇଁ
ଲେଖକଙ୍କୁ ଜାଣନ୍ତୁ
ତପନ କୁମାର ସ୍ବାଇଁଙ୍କ ‘ସାତ ରଙ୍ଗର ଝୋଟି’ କବିତାରେ ସକାଳର ଖରା, ଫୁଲ ଓ ପ୍ରଜାପତିର ସୁନ୍ଦର ଛବି ରହିଛି । ପ୍ରକୃତିର ରଙ୍ଗକୁ ଦେଖି ପିଲାମନରେ ଉଠୁଥିବା ପ୍ରଶ୍ନ ଏଥିରେ ପ୍ରକାଶ ପାଇଛି ।