Skip to content
ଶିଶୁ କିଶୋର
ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଜନ୍ମଦିନ ·

ଲେଖକଙ୍କୁ ଜାଣନ୍ତୁ

ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଶିଶୁ ସାହିତ୍ୟିକ, ଗବେଷକ ଓ ସମାଲୋଚକ । ସେ ଓଡ଼ିଆ ଶିଶୁ ସାହିତ୍ୟର ଇତିହାସ ଉପରେ ପୁସ୍ତକ ଲେଖିଛନ୍ତି । ସେ ଭୁବନେଶ୍ୱରର ଶହୀଦନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରିଛନ୍ତି ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୧୨ ଲେଖା