ସନ୍ତୋଷ କୁମାର ସାହୁ
ଲେଖକଙ୍କୁ ଜାଣନ୍ତୁ
ସନ୍ତୋଷ କୁମାର ସାହୁଙ୍କ ‘ତିନିଟି ଗଛ’ ଗପରେ ଆମ୍ବ, ପଣସ ଓ ଲିମ୍ବ ଗଛଙ୍କ ବନ୍ଧୁତାର କଥା ରହିଛି । ରୂପ ବା ଧନ ଅପେକ୍ଷା ଭଲପାଇବା ଓ ସାହାଯ୍ୟ କରିବାର ମନ ହିଁ ପ୍ରକୃତ ବନ୍ଧୁତାର ପରିଚୟ ବୋଲି ଗପଟି କହେ ।