ଚତୁର୍ଭୁଜ ପହି
ଲେଖକଙ୍କୁ ଜାଣନ୍ତୁ
ଚତୁର୍ଭୁଜ ପହି ପିଲାମାନଙ୍କ ପାଇଁ କବିତା ଲେଖନ୍ତି । ସେ କେନ୍ଦୁଝରର ସଢାସ୍ଥିତ ସାଇ ଚେତନା ସାହିତ୍ୟ ସଂସଦର ସମ୍ପାଦକ । ତାଙ୍କ କବିତା ‘ଠେକୁଆ ପାଇଲା ନୂଆ ଜୀବନ’ରେ ବଣର ଜୀବଜନ୍ତୁ ଏକାଠି ହୋଇ ରୋଗୀ ଠେକୁଆକୁ ସାହାଯ୍ୟ କରନ୍ତି ।