ଡକ୍ଟର କୃତ୍ତିବାସ ନାୟକ
ଲେଖକଙ୍କୁ ଜାଣନ୍ତୁ
ଡକ୍ଟର କୃତ୍ତିବାସ ନାୟକଙ୍କ ଗପ ‘ନାତୁଣୀଙ୍କ ଉପହାର’ ଶିଶୁ କିଶୋରରେ ପ୍ରକାଶିତ ହୋଇଛି । ଏହି ଗପରେ ଦୁଇ ନାତୁଣୀ ଜେଜେଙ୍କୁ ମୋବାଇଲ ଓ ଲାପଟପରେ ଓଡ଼ିଆ ଲେଖିବା ଶିଖାଉଛନ୍ତି । ପରିବାରରେ ପରସ୍ପରଠାରୁ ଶିଖିବାର ଆନନ୍ଦ ଏଥିରେ ରହିଛି ।