ଗୀତାଞ୍ଜଳି ସ୍ୱାଇଁ
ଲେଖକଙ୍କୁ ଜାଣନ୍ତୁ
ଗୀତାଞ୍ଜଳି ସ୍ୱାଇଁ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ସେ ପିଲାମାନଙ୍କ ପାଇଁ କବିତା ଲେଖନ୍ତି । ତାଙ୍କ କବିତା ‘ଗଛ କାଟନା ଭାଇ’ରେ ଗଛର ଉପକାର ଓ ଗଛ ଲଗାଇବାର କଥା ରହିଛି ।