ଜୟନ୍ତିକା
ଜନ୍ମଦିନ ·
ଲେଖକଙ୍କୁ ଜାଣନ୍ତୁ
ଜୟନ୍ତିକା ହେଉଛି ଲେଖିକା ଜୟନ୍ତୀ ପଣ୍ଡାଙ୍କ ସାହିତ୍ୟିକ ନାମ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ତାଙ୍କର ଜନ୍ମ ଭଦ୍ରକ ଜିଲ୍ଲାର ଧାମନଗରରେ । ସେ ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡ଼ିଶାର ସଦସ୍ୟା ।