Skip to content
ଶିଶୁ କିଶୋର

ବିଜୟ କୁମାର ଛାଟୋଇ

ଲେଖକଙ୍କୁ ଜାଣନ୍ତୁ

ବିଜୟ କୁମାର ଛାଟୋଇଙ୍କ ‘ଭାବର ଠାକୁର’ କବିତାରେ ଜଗନ୍ନାଥ ଓ ରଥଯାତ୍ରାର କଥା ରହିଛି । ସଭିଙ୍କୁ ସମାନ ଭାବେ ଦେଖିବା ଓ ମିଳିମିଶି ପର୍ବ ପାଳିବାର ଭାବ କବିତାଟିରେ ଫୁଟିଉଠେ । ‘ନୂଆ ଦେଶ ଗଢିବା’ କବିତାରେ ଭେଦଭାବ ଛାଡ଼ି ସମସ୍ତଙ୍କୁ ଆଦର କରିବା ଓ ପରର ଉପକାର କରିବାର କଥା ରହିଛି ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୨ ଲେଖା