Skip to content
ଶିଶୁ କିଶୋର

ଧ୍ରୁବ ଚରଣ ଘିବେଲା

ଲେଖକଙ୍କୁ ଜାଣନ୍ତୁ

ଧ୍ରୁବ ଚରଣ ଘିବେଲା ବୌଦ୍ଧର ଜଣେ ଶିଶୁ ସାହିତ୍ୟିକ । ଶିଶୁ କିଶୋରରେ ତାଙ୍କର ଓଡ଼ିଆ ଭାଷା, ପର୍ବପର୍ବାଣି ଓ ଭ୍ରମଣକୁ ନେଇ କବିତା ପ୍ରକାଶିତ ହୋଇଛି । ୨୦୨୫ ମସିହାରେ ବୌଦ୍ଧରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଆସରରେ ସେ ସଭାପତିତ୍ୱ କରିଥିଲେ ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୨୨ ଲେଖା