ସ୍ନିଗ୍ଧା ନାୟକ
ଲେଖକଙ୍କୁ ଜାଣନ୍ତୁ
ସ୍ନିଗ୍ଧା ନାୟକଙ୍କ ‘ବୁନ୍ଦି’ ଗପରେ ପାଣିବୁନ୍ଦାଟିଏ ଓ ରିଆର କଥା ରହିଛି । ଖୋଲା ନଳରୁ ପାଣି ନଷ୍ଟ ହେଉଥିବା ଦେଖି ରିଆ ତା’ର ଭୁଲ ସୁଧାରେ । ପାଣିକୁ ଯତ୍ନରେ ବ୍ୟବହାର କରିବାର ଛୋଟ ଛୋଟ ଅଭ୍ୟାସ ଗପଟି ପିଲାଙ୍କୁ ମନେ ପକାଏ ।