ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ଲେଖକଙ୍କୁ ଜାଣନ୍ତୁ
ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ କବିତା ଓ ପ୍ରବନ୍ଧ ଲେଖନ୍ତି । ଶିଶୁ କିଶୋରରେ ତାଙ୍କ କବିତା ‘ଅଙ୍କାବଙ୍କା’ ପ୍ରକାଶିତ ହୋଇଛି । ଏଥିରେ ଗାଁ ବାଟ, ନଈ, ପାହାଡ଼ ଓ ଲତାର ଆକୃତିକୁ ଛନ୍ଦରେ ସଜାଇଛନ୍ତି । ଧରିତ୍ରୀରେ ତାଙ୍କ ପ୍ରବନ୍ଧ ‘ଘର୍ମାଓ’ ପ୍ରକାଶିତ ହୋଇଛି ।
