
ବୀରେନ୍ଦ୍ର ମହାନ୍ତି
ଫଟୋର ଉତ୍ସ ↗ଲେଖକଙ୍କୁ ଜାଣନ୍ତୁ
ବୀରେନ୍ଦ୍ର ମହାନ୍ତି ପିଲାମାନଙ୍କ ପାଇଁ କବିତା ଲେଖନ୍ତି । ତାଙ୍କର କବିତା ପୁସ୍ତକ ‘ରୁମ୍କୁ ଝୁମା’ ପାଇଁ ସେ ୨୦୧୮ ମସିହାରେ ସାହିତ୍ୟ ଅକାଦେମିର ବାଳ ସାହିତ୍ୟ ପୁରସ୍କାର ପାଇଥିଲେ । ‘ମୀନା ବଜାର’ ଓ ‘ପିଲାଙ୍କ ଧରିତ୍ରୀ’ ପରି ପିଲାଙ୍କ ପାଠ୍ୟରୁ ସେ ଲେଖିବାର ପ୍ରେରଣା ପାଇଛନ୍ତି ।
