ନଗେନ୍ଦ୍ର ନାଥ ପଟ୍ଟନାୟକ
ଲେଖକଙ୍କୁ ଜାଣନ୍ତୁ
ନଗେନ୍ଦ୍ର ନାଥ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ । ସେ ପିଲାଙ୍କ ପାଇଁ କବିତା ଲେଖନ୍ତି । ତାଙ୍କ ‘ଜୀବନଟା ହେଉ ସରସା’ କବିତାରେ ସକାଳର ପ୍ରକୃତି ସହ ମିଳିମିଶି ଖୁସି ବାଣ୍ଟିବାର କଥା ରହିଛି ।