ଡକ୍ଟର ବସନ୍ତ କିଶୋର ସାହୁ
ଲେଖକଙ୍କୁ ଜାଣନ୍ତୁ
ଡକ୍ଟର ବସନ୍ତ କିଶୋର ସାହୁ ପିଲାଙ୍କ ପାଇଁ ଗପ ଓ କବିତା ଲେଖନ୍ତି । ସେ ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ ଉପରେ ଗବେଷଣା କରିଛନ୍ତି । ତାଙ୍କର ‘ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ’ ବହି ୧୯୯୬ ମସିହାରେ ପ୍ରକାଶିତ ହୋଇଥିଲା ।