ପୁରୁଷୋତ୍ତମ ସିଂହ ସାମନ୍ତ
ଲେଖକଙ୍କୁ ଜାଣନ୍ତୁ
ପୁରୁଷୋତ୍ତମ ସିଂହ ସାମନ୍ତ ଅନୁଗୋଳର ଜଣେ ଶିକ୍ଷକ । ତାଙ୍କ ‘ଆସ ଆମେ ଶିଖିବା’ କବିତାରେ ପ୍ରକୃତିଠାରୁ ଭଲ ଗୁଣ ଶିଖିବାର କଥା ରହିଛି । ମହୁମାଛି, ପବନ ଓ ପାହାଡ଼ର ଉଦାହରଣରେ ପରିଶ୍ରମ, ସମତା ଓ ଧୈର୍ଯ୍ୟର ଭାବନା ମିଳେ ।