Skip to content
ଶିଶୁ କିଶୋର

ହରପ୍ରିୟା ରାଉତରାୟ

ଲେଖକଙ୍କୁ ଜାଣନ୍ତୁ

ହରପ୍ରିୟା ରାଉତରାୟଙ୍କ ‘ଘର’ କବିତାରେ ପରିବାରର ସ୍ନେହ ଓ ଏକାଠି ରହିବାର ଖୁସି ରହିଛି । ଜେଜେମାଆଙ୍କ ଗପ, ପାଠପଢ଼ା ଓ ଭାଇଭଉଣୀଙ୍କ ଖେଳ ଦେଇ କବିତାଟି ଘରର ଆପଣାପଣକୁ ମନେ ପକାଏ ।

ପରିଚୟର ଉତ୍ସ

ପ୍ରକାଶିତ ଲେଖା

୧ ଲେଖା